❀✿ ସବୁ ଜାଣି ଶୁଣି ✿❀ ସବୁ ବନ୍ଦ ହେଲା ପରେ ଚାଲୁଛି ପାଦ ପାଦର ଶକ୍ତି କମ୍ ଗତି ବେଶୀ ଶେଷନାହିଁ ବୋଲି ଜାଣି ବି ଚାଲୁଛି ପ୍ରଭୁ ସବୁ ଜାଣୁଛି ସବୁ ଦେଖୁଛି ହାଣ୍ଡି ଭିତରେ ମୁହଁ ପୁରେଇ ଖୀର ପିଇଲେ ବି ସବୁ ଜଳ ଜଳ ଦିଶୁଛି । ମିଛ ତାଲା ଗଣତନ୍ତ୍ର ବିଜ୍ଞାନ ମାନବତା ସବୁ ଆଡ଼େ ତାଲା ସବୁ ମାଗଣା ସବୁ ଜାଣିଶୁଣି

Oriya ସବୁ ମିଛ ଜାଣି ବି Poems